ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ତ୍ରାଣକର୍ତ୍ତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ତ୍ରାଣକର୍ତ୍ତା   ବିଶେଷ୍ୟ

ଅର୍ଥ : ଯେ କାହାରିକୁ ଉଦ୍ଧାର କରେ ବା କାହାରି ଦୁଃଖକଷ୍ଟ ଦୂର କରେ

ଉଦାହରଣ : ଆଧୁନିକ ସମାଜରେ କିଛି ଲୋକ ତ୍ରାଣକର୍ତ୍ତା ହେବାର ଅଭିନୟ କରୁଛନ୍ତି

ସମକକ୍ଷ : ଉଦ୍ଧାର କର୍ତ୍ତା, ରକ୍ଷା କର୍ତ୍ତା


ଅନ୍ୟ ଭାଷାରେ ଅନୁବାଦ :

वह जो किसी को मुक्त कराए या किसी के कष्ट आदि को दूर करे।

आधुनिक समाज में कुछ लोग मसीहा बनने का ढोंग करते हैं।
मसीह, मसीहा

Any expected deliverer.

christ, messiah